ଏହି ଅଭିନେତ୍ରୀ ଖୋଲିଲେ ନିଜର ୟୁଟ୍ୟୁବ୍ ଚ୍ୟାନେଲ୍
ମୁମ୍ବାଇ() ପ୍ରାୟ ସମସ୍ତ କଳାକାର ଏବେ ସୋଶାଲ୍ ମିଡିଆ ସାଇଟ୍ରେ ବେଶ୍ ଆକ୍ଟିଭ୍ ରହୁଛନ୍ତି। ଫେସ୍ବୁକ୍, ଟ୍ୱିଟର୍ ଓ ଇନ୍ଷ୍ଟାଗ୍ରାମ୍ରେ ତ ବଲିଉଡ୍ର ପ୍ରାୟ ସମସ୍ତ କଳାକାର ଅଛନ୍ତି। ତେବେ ଆଉ ଟିକେ ଆଗକୁ ଯାଇ କିଛି କଳାକାର ୟୁଟ୍ୟୁବ୍ରେ ନିଜ ନିଜ ଚ୍ୟାନେଲ ଖୋଲିବାକୁ ଲାଗିଲେଣି। ପ୍ରଥମେ…
