ଅଗଷ୍ଟ ୩କୁ ଘୁଞ୍ଚିଲା ମହାନଦୀ ଶୁଣାଣି
ନୂଆଦିଲ୍ଲୀ() ପୁଣି ଘୁଞ୍ଚିଲା ମହାନଦୀ ଜଳ ବିବାଦ ମାମଲାର ଶୁଣାଣି । ମଧ୍ୟବର୍ତ୍ତିକାଳୀନ ମାମଲାର ପରବର୍ତ୍ତି ଶୁଣାଣି ଅଗଷ୍ଟ ୩ରେ ହେବ । ଏଥି ସହ ଅଗଷ୍ଟ ୩ ସୁଦ୍ଧା ୨ଜଣ ଆକ୍ସେସରଙ୍କୁ ନିଯୁକ୍ତି କରାଯିବ । ଏହାଛଡା ଅକ୍ଟୋବର ୧୯ରେ ମୂଳ ମାମଲାର ଶୁଣାଣି କରାଯିବ ବୋଲି ଆଜି ଟ୍ରିବ୍ୟୁନାଲ…
