ପାୱାର – ସୋନିଆ – ଉଦ୍ଧବ ସରକାର
ନୂଆଦିଲ୍ଲୀ () ମହାରାଷ୍ଟ୍ର ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ।ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ ।ମୁମ୍ବାଇର ଶିବାଜୀ ପାର୍କରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ଉଦ୍ଧବଙ୍କ ହେଲା ରାଜ୍ୟାଭିଷେକ ।
ତାଙ୍କ ସହିତ ଏନସିପି ଓ ଶିବସେନାରୁ ଦୁଇ ଜଣ…