ମହାରାଷ୍ଟ୍ରରେ ବଢ଼ିଲା ଲକ୍ ଡାଉନ୍ ଅବଧି
ମୁମ୍ବାଇ: ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ଲକଡାଉନ ଭଳି କଟକଣା ଜାରି କରାଯାଇଛି । ଏହାକୁ ଜୁନ ପହିଲା ସକାଳ ୭ଟା ଯାଏଁ ବଢାଇବାକୁ ଘୋଷଣା କରିଛନ୍ତି ଉଦ୍ଧବ ଠାକରେ ସରକାର ।
ସେହିଭଳି ରାଜ୍ୟରେ ପ୍ରବେଶର ୪୮ ଘଂଟା ପୂର୍ବର ଆରଟିପିସିଆର ନେଗେଟିଭ ରିପୋର୍ଟକୁ!-->!-->!-->!-->!-->…