ମାଟିରେ ମିଶିଲା ଲଙ୍ଗୁଳି ମଠ,ଦେଖନ୍ତୁ ଭିଡିଓ …
https://youtu.be/PrznDAW3Fug
ପୁରୀ () ଆଜିଠୁ ପୁରୀରେ ଆରମ୍ଭ ହୋଇଛି ଶ୍ରୀମନ୍ଦିରରୁ 75 ମିଟର ବ୍ୟସାର୍ଦ୍ଧ ମଧ୍ୟରେ ଉଛେଦ ପ୍ରକ୍ରିୟା । ମେଘନାଦ ପ୍ରାଚୀର ନିକଟରୁ ବେଆଇନ ଜବରଦଖଲ ହଟାଯିବା ପରେ 75 ମିଟର ଭିତରେ ଥିବା ସବୁ ନିର୍ମାଣର ଉଚ୍ଛେଦ ଆରମ୍ଭ ହୋଇଛି । ଏହି କ୍ରମରେ ଆଜି…