ନବୀନଙ୍କ ଯୋଗୁଁ ଓଡିଶା ପୁଂଜି ନିବେଶକାରୀଙ୍କ ଆକର୍ଷଣ
ଭୁବନେଶ୍ବର () ମେନ ଇନ ଓଡିଶା କନକ୍ଲେଭର ଦ୍ବିତୀୟ ଦିନରେ ରିଲାଏନ୍ସ ଭଳି ବିର୍ଲା କମ୍ପାନୀ ମଧ୍ୟ ଓଡିଶାରେ ଆସନ୍ତା ଦୁଇ ବର୍ଷରେ 14ହଜାର 400 କୋଟି ଟଙ୍କାର ପୁଂଜି ନିବେଶ କରିବ ବୋଲି ଆଦିତ୍ୟ ବିର୍ଲା ଗ୍ରୁପ୍ର ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା ଘୋଷଣା କରିଛନ୍ତି। ଏହି ଅବସରରେ ସେ…