ଏହି ଫିଲ୍ମ ଦେଖି ରାଗିଗଲେ ମୁଖ୍ୟମନ୍ତ୍ରୀ
ମୁମ୍ବାଇ() ଚର୍ଚ୍ଚାରେ ଫିଲ୍ମ ‘ମଲଙ୍ଗ’ । ଗତ ଶୁକ୍ରବାର ଫିଲ୍ମଟି ରିଲିଜ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ୪୦ କୋଟି ଆୟ କରିଛି ଏହି ଫିଲ୍ମଟି । ଆଦିତ୍ୟ ରାୟ କପୁର ଓ ଦିଶା ପଟାନୀଙ୍କୁ ନେଇ ନିର୍ମାଣ ହୋଇଥିବା ଏହି ଥ୍ରୀଲର୍ ଫିଲ୍ମରେ ଗୋଆର ପାର୍ଟି କଲଚର୍ ଓ ରେବ୍ ପାର୍ଟିକୁ ଦେଖାଇବାକୁ…