ସାରା ଭାରତବାସୀ ଆମେ ସମସ୍ତେ ଭାଇ-ଭାଇ
ଭୁବନେଶ୍ୱର() ଆସନ୍ତା ୨୮ରେ ଭୁବନେଶ୍ୱରରେ ହେବାକୁ ଥିବା ପୂର୍ବାଞ୍ଚଳ ଜୋନାଲ୍ ପରିଷଦ ବୈଠକରେ ଯୋଗ ଦେବା ଲାଗି ମମତା ଗତକାଲି ରାତିରେ ଭୁବନେଶ୍ୱର ଆସିଥିଲେ। ଆଜି ଶ୍ରୀମନ୍ଦିର ଯାଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ମମତା ପ୍ରତିକି୍ରୟା…