Odia News Portal
Browsing Tag

Mamata Banerjee

ନନ୍ଦୀଗ୍ରାମରେ ଦିଦିଙ୍କ ଉପରେ ଆକ୍ରମଣ

କଲିକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆକ୍ରମଣ । ନିର୍ବାଚନ ପ୍ରଚାର ବେଳେ ଆଜି ମମତା ବାନାର୍ଜୀ ଆହତ ହୋଇଛନ୍ତି । ତାଙ୍କ ଗୋଡରେ ଆଘାତ ଲାଗିଥିବାବେଳେ ଏହା ପଛରେ ବିରୋଧୀଙ୍କ ଷଡଯନ୍ତ୍ର ରହିଛି ବୋଲି ମମତା ସାଙ୍ଘାତିକ ଅଭିଯୋଗ କରିଛନ୍ତି । ତେବେ କିଛି ଯୁବକ ଜାଣିଶୁଣି…