କେନ୍ଦ୍ର ଐତିହ୍ୟ ତାଲିକାରେ ମାଣବସା ଗୁରୁବାର
ଭୁବନେଶ୍ୱର() କେନ୍ଦ୍ର ଐତିହ୍ୟ ତାଲିକାରେ ସ୍ଥାନ ପାଇଛି ମାଣବସା ଗୁରୁବାର । ୩ଟି ସାଂସ୍କୃତିକ ପରମ୍ପରାକୁ ସ୍ଥାନ ଦେଇଛନ୍ତି କେନ୍ଦ୍ର ସରକାର । ସେହି ତାଲିକାରେ ମାଣବସା ଗୁରୁବାର, ଛଉ ନୃତ୍ୟ ଓ ରାବଣ ଛାୟା ସାମିଲ ହୋଇଛି ।
ମାଣବସା ଗୁରୁବାର ଓଡିଶାରେ ମାର୍ଗଶୀର ମାସ ଗୁରୁବାର ଦିନ…