ରାଷ୍ଟ୍ରୀୟ ସମ୍ମାନ ସହ ମନୋହରଙ୍କ ଶେଷ କୃତ୍ୟ
ସଂପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନର ସହ ଗୋଆର ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କ ଶେଷ କୃତ୍ୟ ଶେଷ ହୋଇଛି । ରବିବାର ରାତିରେ ତାଙ୍କର ପରଲୋକ ଘଟିଥିଲା । ଗତବର୍ଷ ଠାରୁ ସେ ପାନକ୍ରିଆଟିକ୍ କ୍ୟାନସରରେ ପୀଡିତ ଥିଲେ । ତେଣୁ ବିଭିନ୍ନ ସମୟରେ ସେ ଗୋଆ,…