ମାଓବାଦୀଙ୍କ ଆକ୍ରମଣରେ ଟଳିଲେ ପୋଲିଂ କର୍ମଚାରୀ
ଆସନ୍ତାକାଲି ହେବାକୁ ଥିବା ଭୋଟ ଗ୍ରହଣ ପାଇଁ ଯାଉଥିବା ଏକ ପୋଲିଂ ପାର୍ଟି ଉପରକୁ ମାଓବାଦୀ ମାନେ ଗୁଳି ମାଡ କରିବା ଫଳରେ ଜଣେ ପୋଲିଂ କର୍ମଚାରୀଙ୍କା ମର୍ମନ୍ତୁଦ ମୃତ୍ୟୁ ଘଟିଛି । ଫୁଲବାଣୀ ଜିଲ୍ଲା ଗୋଚ୍ଛାପଡା ନିକଟସ୍ଥ ବାରାଲା ଗ୍ରାମ ନିକଟରେ ଏହି ଘଟଣା ଘଟିଛି । ଗ୍ରାମ ରୋଜଗାର ସେବକ…