ମାଓ ଅପରେସନରେ ଓଡିଶା ପୋଲିସର ବଡ ସଫଳତା
ଭୁବନେଶ୍ବର () ମାଓ ଅପରେସନରେ ଓଡିଶା ପୋଲିସକୁ ମିଳିଛି ବଡ଼ ସଫଳତା । ପୋଲିସ ଏନ୍କାଉଣ୍ଟରରେ ପ୍ରାଣ ହରାଇଛନ୍ତି ୫ ମାଓବାଦୀ । ଚିତ୍ରକୋଣ୍ଡାରରେ ପୋଲିସ୍ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଦୁଇ ମହିଳା ମାଓବାଦୀଙ୍କ ସମେତ 5ଜଣଙ୍କ ମୃତ୍ୟୁ ହୋଇଛି । ଆଜି ପୋଲିସ ଡିଜି ଡଃ…