Odia News Portal
Browsing Tag

Maoists used machine guns

ହିଡ଼ମା ଚକ୍ରବ୍ୟୁହରେ କେମିତି ଫସିଲେ ଯବାନ

ରାୟପୁର : ସୁକମାରେ ଘଟିଥିବା ମାଓବାଦୀଙ୍କ ନରସଂହାର ଦେଶବାଦୀଙ୍କୁ ସ୍ତବ୍ଧ କରିଦେଇଛି । ଚଳିତ ବର୍ଷ ଏହା ସବୁଠାରୁ ବଡ ମାଓ ହମଲା । ତେବେ ଏତେ ବଡ଼ ଘଟଣା କେମିତି ଘଟିଗଲା ତାହା ସବୁଠାରୁ ଚର୍ଚ୍ଚାରେ ବିଷୟ । ଏତେ ସଂଖ୍ୟକ ମାଓବାଦୀଙ୍କ ଉପସ୍ଥିତି ବିଷୟରେ କେମିତି ଜାଣିପାରିଲେନି ଯବାନ ।