ରିଲିଜ ହେଲା ମରଜାୱାଁର ଟ୍ରେଲର,ଦେଖନ୍ତୁ ଭିଡିଓ …
ମୁମ୍ବାଇ() ଆଜି ରିଲିଜ ହୋଇଛି ମରଜାୱାଁର ଧମାକାଦାର ଟ୍ରେଲର । ଏହି ଫିଲ୍ମରେ ରିତେଶ ଦେଶମୁଖ, ସିଦ୍ଧାର୍ଥ ମଲହୋତ୍ରା, ତାରା ସୁତାରିୟା ମୁଖ୍ୟ ଭୂମିକାରେ ଅଛନ୍ତି ।
https://youtu.be/L7TbPUOn1hc
ମରଜାୱାଁର ଧମାକାଦାର ଟ୍ରେଲର ରିଲିଜ୍ ହେବା ପରେ ସୋସିଆଲ ମିଡିଆରେ ଛାଇ ଯାଇଛି।…