ବାହା ହେବେନି ରାକ୍ଷୀ
ରାକ୍ଷୀ ଯେତେବେଳେ ନିଜ ବିବାହ ତାରିଖ ଘୋଷଣା କଲେ ସେତେବେଳେ ଜନତା ଜାଣିଗଲେ ଡ୍ରାମା କୁଇନଙ୍କ ଏହି ନୌଟଙ୍କି ବେଶୀ ଦିନ ଚାଲିବ ନାହିଁ । ଆଉ ହେଲା ବି ଠିକ୍ ସେୟା । ବିବାହ ତାରିଖ ଘୋଷଣା କରିବାର ଗୋଟିଏ ସପ୍ତାହ ବି ହୋଇନି ଆଉ ଏକ ଘୋଷଣା କରିସାରିଲେଣି ରାକ୍ଷୀ । ଆଉ ଦୀପକଙ୍କୁ ବିବାହ…