ବିଜ୍ଞାନ ଅନୁସାରେ ବିବାହ ପାଇଁ ସଠିକ୍ ବୟସ ଜାଣନ୍ତୁ …
ବିଜ୍ଞାନ ଅନୁସାରେ ବିବାହ କରିବା ପ୍ରତ୍ୟେକ ବ୍ୟକ୍ତି ପାଇଁ ଜରୁରୀ। କାରଣ ଏହା ଦ୍ବାରା ମଣିଷର ଶାରୀରିକ ଓ ମାନସିକ ସ୍ଥିତି ଭଲ ରହେ ।
ବିଜ୍ଞାନ ଅନୁସାରେ ଝିଅମାନେ ୨୫ରୁ ୩୦ ବର୍ଷ ମଧ୍ୟରେ ବିବାହ କରିବା ଜରୁରୀ। ଏହା ସ୍ବାସ୍ଥ୍ୟ ସହ ଆଗାମୀ ଜେନେରେଶନ ପାଇଁ ଭଲ ହୋଇଥାଏ। କାରଣ ଏହି ବୟସ…