Odia News Portal
Browsing Tag

Mary Kom wins record sixth gold medal

ମ୍ୟାରୀ କମ୍ ଷଷ୍ଠ ବିଶ୍ୱ ଚାମ୍ପିୟନ୍ମ

ହିଳା ବକ୍ସିଂ ବିଶ୍ୱ ଚାମ୍ପିୟନ୍ଶିପ୍ରେ ବହୁଚର୍ଚ୍ଚିତ ଭାରତୀୟ ବକ୍ସିଂ ତାରକା ମ୍ୟାରୀ କମ୍ ନିଜର ଷଷ୍ଠ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ୪୫-୪୮ କିଲୋଗ୍ରାମ୍ ବର୍ଗରେ ୟୁକ୍ରେନ୍ର ହାନ୍ନା ୱଖାଟାଙ୍କୁ ୫-୦ରେ ହରାଇ ସେ ଏହି ସଫଳତା ହାସଲ କରିଛନ୍ତି। ଶନିବାର ନୂଆଦିଲ୍ଲୀର କେଡି ଯାଦବ ଇନ୍ଡୋର…