Odia News Portal
Browsing Tag

Matric Exams 2019: Odia Question Paper Leaked

ଭାଇରାଲ ପ୍ରଶ୍ନପତ୍ରର ତଦନ୍ତ ହେବ

ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ସମ୍ପର୍କରେ ତଦନ୍ତ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କହିଛନ୍ତି । ଆଜି ପରୀକ୍ଷାର ପ୍ରଥମ ଦିବସରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଶ୍ନପତ୍ର ଭାଇରାଲ ହେଇଥିବା ସମ୍ପର୍କରେ ମନ୍ତ୍ରୀ କହିଛନ୍ତି ଯେ ଏଭଳି ହୋଇଥିବ ସେ ବିଶ୍ୱାସ କରୁନାହାନ୍ତି…