ସତ୍ୟତା ଜଣାପଡିଲେ ପଦକ୍ଷେପ ନିଆଯିବ
ଭୁବନେଶ୍ୱର() ପୁଣି ଭାଇରାଲ ହେଉଛି ମାଟ୍ରିକ ପ୍ରଶ୍ନପତ୍ର । ମୋବାଇଲକୁ ମୋବାଇଲ ଘୁରିବୁଲୁଛି ମାତୃଭାଷା ପ୍ରଶ୍ନପତ୍ର । ପ୍ରଶ୍ନପତ୍ର ଅସଲି କି ନକଲି ତାହା ଜଣାପଡି ନାହିଁ । କିଛି ସମୟ ପରେ ପରୀକ୍ଷା ଶେଷ ପରେ ଏହା ସ୍ପଷ୍ଟ ହେବ । କଡା ସୁରକ୍ଷା ବ୍ୟବସ୍ଥା ପରେ ବି ଭାଇରାଲ ହେଉଛି…