Odia News Portal
Browsing Tag

Matric

ଜୁନ୍ ଶେଷ ସପ୍ତାହରେ ବାହାରିବ ମେଟ୍ରିକ ରେଜଲ୍ଟ

ଭୁବନେଶ୍ୱର: ଜୁନ୍ ଶେଷ ସପ୍ତାହରେ ବାହାରିବ ମେଟ୍ରିକ ରେଜଲ୍ଟ୍ । ନିର୍ଦ୍ଧାରିତ ସମୟରେ ରେଜଲ୍ଟ ପାଇଁ ଚେଷ୍ଠା କରାଯାଉଛି । ମାଟ୍ରିକ ମୂଲ୍ୟାୟନ କାର୍ଯ୍ୟ ସଠିକ ଭାବରେ କରାଯାଉଛି । ଆଜି ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେପଟେ ସ୍କୁଲ ଖୋଲିବା ପ୍ରସଙ୍ଘରେ…

ସ୍ଥଗିତ ହେଲା ମାଟ୍ରିକ୍ ଫର୍ମ ପୂରଣ

ଭୁବନେଶ୍ୱର()  ରାଜ୍ୟରେ ସ୍ଥଗିତ ହେଲା ମାଟ୍ରିକ୍ ଫର୍ମ ପୂରଣ । ସ୍ଥଗିତ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପରବର୍ତ୍ତୀ ବିଜ୍ଞପ୍ତିରେ ଫର୍ମ ପୂରଣ ନେଇ ସୂଚନା ଦିଆଯିବ ବୋଲି କୁହାଯାଇଛି । ତେବେ ମାଟ୍ରିକ ଫର୍ମ ପୂରଣ ବିଜ୍ଞପ୍ତି ପ୍ରତ୍ୟାହାର ପାଇଁ…

ପ୍ରତ୍ୟାହାର ହେବ ମାଟ୍ରିକ୍ ଫର୍ମ ପୂରଣ ବିଜ୍ଞପ୍ତି

ଭୁବନେଶ୍ୱର() ରାଜ୍ୟରେ ପ୍ରତ୍ୟାହାର ହେବ ମାଟ୍ରିକ୍ ଫର୍ମ ପୂରଣ ବିଜ୍ଞପ୍ତି । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦକୁ ନିର୍ଦ୍ଦେଶ ଦେଇଛନ୍ତି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ୫ ତାରିଖରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପାଇଁ ପ୍ରକାଶ ପାଇଥିଲା ବିଜ୍ଞପ୍ତି । ମାତ୍ର କରୋନା…

ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ, କୌଣସି ଛାତ୍ରଛାତ୍ରୀଙ୍କୁ ମିଳିନି ଏ-୧ ଗ୍ରେଡ

ଭୁବନେଶ୍ୱର() ଗୁରୁବାର ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ ପାଇଛି ।  ସପ୍ଲିମେଣ୍ଟାରୀରେ ମୋଟ ୧୫, ୨୪୪ ଛାତ୍ରଛାତ୍ରୀ ପାସ କରିଛନ୍ତି । ତେବେ ସବୁଠୁ ବଡ଼ କଥା ହେଲା ଯେ,  ସପ୍ଲିମେଣ୍ଟାରୀ ପରୀକ୍ଷାରେ କୌଣସି ଛାତ୍ରଛାତ୍ରୀଙ୍କୁ ଏ-୧ ଗ୍ରେଡ ମିଳିନାହିଁ । ତେବେ ଏ-୨ ଗ୍ରେଡରେ…

ସେପ୍ଟେମ୍ବର ୧୪ରେ ମାଟ୍ରିକ ସପ୍ଲିମେଣ୍ଟାରୀ

ଭୁବନେଶ୍ୱର() ଆସନ୍ତା ସେପ୍ଟେମ୍ବର ୧୪ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷୀ ଅନୁଷ୍ଠିତ ହେବ । ସେପ୍ଟେମ୍ବର ୧୪ରୁ ୨୪ ପର୍ଯ୍ୟନ୍ତ ମାଟ୍ରିକ ଓ ଓପନ ସ୍କୁଲ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ତାଙ୍କ ସୂଚନା ଅନୁଯାୟୀ ଚଳିତ…

୩୧ ସ୍କୁଲରେ ସମସ୍ତେ ଫେଲ

ଭୁବନେଶ୍ୱର()  ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ  । ଚଳିତ ବର୍ଷ ୬୭୮ ବିଦ୍ୟାଳୟରେ ସମସ୍ତେ ପାଶ ହୋଇଥିବାବେଳେ ୩୧ ସ୍କୁଲରେ ସମସ୍ତେ ଫେଲ ହୋଇଛନ୍ତି  । ଚଳିତ ବର୍ଷ ୨୬୨୭୩୮ ଝିଅ ପରୀକ୍ଷା କରିଥିବାବେଳେ ୨୧୫୩୬୮ ଜଣ ପାଶ କରିଛନ୍ତି  । ସେହିପରି ୨୪୭୪୫୧ ଜଣ ପୁଅ ପରୀକ୍ଷା ଦେଇଥିବାବେଳେ…

ମାଟ୍ରିକ ରେଜଲ୍ଟ ପ୍ରକାଶ

ଭୁବନେଶ୍ୱର () ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ ।ଭିଡିଓ ରିଲିଜ୍ ଜରିଆରେ ମ୍ଯାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏଥରର ପାସ୍ ହାର 78.76%। ୱେବସାଇଟ : www.bseodisha.ac.in ଓ www.bseodisha.nic.in ପରୀକ୍ଷାର୍ଥୀମାନେ OR01 ସ୍ପେଶ ଦେଇ ନିଜର ରୋଲ ନମ୍ବର ଲେଖି ୫୬୭୬୭୫୦କୁ…

୨୯ରେ ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର() ଚଳିତ ମାସ ୨୯ ତାରିଖରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିଖ୍ୟା ମନ୍ତ୍ରୀ ସମୀର ଦାସ । ଚଳିତ ବର୍ଷ ୧୯ ଫେବୃଆରୀରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ମାର୍ଚ୍ଚ ୨ରେ ଶେଷ ହୋଇଥିଲା  । ପ୍ରାୟ ୫.୬ ଲକ୍ଷ ଛାତ୍ରଛାତ୍ରୀ…

ଚଳିତ ମାସ ଶେଷ ସପ୍ତାହରେ ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର() ଚଳିତ ମାସର ଶେଷ ସପ୍ତାହରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ । ଦିନେ ଦୁଇଦିନ ଭିତରେ ତାରିଖ ଧାର୍ଯ୍ୟ କରାଯିବ  । ଏନେଇ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ବୋଡର଼୍ ସଭାପତି ରାମାଶିଷ ହାଜରା  । ଚଳିତ ବର୍ଷ ୧୯ ଫେବୃଆରୀରେ ମାଟ୍ରିକ ପରୀକ୍ଷା ଆରମ୍ଭ…

ଜୁଲାଇ ୩୧ ସୁଦ୍ଧା ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର() ମାଟ୍ରିକ ପରୀକ୍ଷା ଖାତାଦେଖା ଶେଷ ହୋଇଛି । ଟାବୁଲେସନ ଆରମ୍ଭ ହୋଇଯାଇଛି । ଖୁବ୍‌ଶୀଘ୍ର ଫଳ ପ୍ରକାଶ ନେଇ ତାରିଖ ଘୋଷଣା ହେବ । ତେବେ ପୂର୍ବରୁ ଜୁଲାଇ ୩୧ ସୁଦ୍ଧା ଫଳ ପ୍ରକାଶ ନେଇ ତାରିଖ ଘୋଷଣା କରାଯାଇଥିଲା । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।…