ୟୁପିକୁ ସମ୍ଭାଳି ପାରୁନ ଯଦି ମଠକୁ ଫେରିଯାଅ
ଲକ୍ଷ୍ନୌ() ବହୁଜନ ସମାଜବାଦୀ ପାର୍ଟି(ବିଏସପି) ସୁପ୍ରିମୋ ମାୟାବତୀ ଗୁରୁବାର ରାଜ୍ୟର ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ହାଥରସ୍ ଓ ବଳରାମପୁର ମାମଲାକୁ ଦୁଃଖଦ କହିବା ସହିତ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶକୁ ସମ୍ଭାଳି ପାରୁନାହାନ୍ତି। ସେ…
