ଆସିବ ମାୟାବତୀଙ୍କ ବାୟୋପିକ୍
ବର୍ଷର ଆରମ୍ଭ ପଲିଟିକାଲ ଡ୍ରାମା ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’ ଜରିଆରେ ହୋଇଥିଲା। ତା‘ପରେ ‘ଠାକ୍ରେ’ ଆଉ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ତିଆରି ହୋଇଛି ବାୟୋପିକ୍। ତେବେ ଆଗକୁ ନିର୍ବାଚନ ଥିବା ବେଳେ ରାଜନୀତିରେ ଯେପରି ତାତି ଦେଖିବାକୁ ମିଳୁଛି ସେପରି…