ସୋନିଆଙ୍କ ସହ ସାକ୍ଷାତ କରିବାକୁ ମନା କଲେ ମାୟାବତୀ
ନୂଆଦିଲ୍ଲୀ() ଲୋକସଭା ନିର୍ବାଚନକୁ ନେଇ ପ୍ରକାଶ ପାଇଥିବା ଏକଜିଟ୍ ପୋଲ ଫଳାଫଳ ବିରୋଧୀଙ୍କ ହୋସ ଉଡ଼ାଇ ଦେଇଛି। ଚଳିତ ନିର୍ବାଚନରେ କୌଣସି ଦଳ ଏକକ ସଂଖ୍ୟା ଗରିଷ୍ଠତା ପାଇବେ ନାହିଁ ବୋଲି ପୂର୍ବରୁ ଆକଳନ କରାଯାଇଥିଲା। ହେଲେ ଏକଜିଟ୍ ପୋଲ ବିରୋଧୀଙ୍କ ସବୁ ଆକଳନକୁ ଓଲଟପାଲଟ କରି ଦେଇଛି।…