ରାଜ୍ୟ ବାହାରକୁ ଗଲେ ଗଣିବେ ପାଉଣା
ଭୁବନେଶ୍ୱର() ରାଜ୍ୟ ସରକାର ବଦଳାଇଲେ ମେଡିକାଲ ବଣ୍ଡ ପଲିସି ନିୟମ । MBBS ପରେ ପିଜି କୋର୍ସ କଲେ ରାଜ୍ୟରେ ରହିବାକୁ ବାଧ୍ୟ ହେବେ ମେଡିକାଲ ପିଲା । ସରକାରୀ ମେଡିକାଲ କଲେଜରେ MBBS କରି ପିଜ ବା ସୁପର ସ୍ପେଶାଲିଷ୍ଟ କୋର୍ସ କଲେ ରାଜ୍ୟରେ ରହିବାକୁ ବାଧ୍ୟ । କୋର୍ସ ସରିବା ପରେ ୨ ବର୍ଷ…
