Odia News Portal
Browsing Tag

#me-too-in-ollywood

ପୁଣି ଓଲିଉଡ୍ରେ ମି-ଠୁ

ଓଲିଉଡ୍ ଅଭିନେତ୍ରୀ ଏଲ୍ସା ଘୋଷ ଆଣିଲେ ସଙ୍ଗୀନ୍ ଅଭିଯୋଗ। ନିର୍ଦ୍ଦେଶକ ଦିଲୀପ ପଣ୍ଡାଙ୍କ ବିରୋଧରେ ମାନସିକ ନିର୍ୟାତନା ଅଭିଯୋଗ ଆଣିବା ସହ ତାଙ୍କୁ ଖୁବ୍ ବର୍ଷିଛନ୍ତି ଏଲ୍ସା ଘୋଷ।ଏହି ଘଟଣା ରାଜଧାନୀର ନାମି ହୋଟେଲରେ ଘଟିଥିବା ଜଣାପଡ଼ିଛି। ଅଭିନେତ୍ରୀ ଏଲ୍ସା ସିଧାସଳଖ ନିର୍ଦ୍ଦେଶକ ଦିଲୀପ…

#me-too ଓଲିଉଡର ଅଭିନେତ୍ରୀ ଆଣିଲେ ଅଭିଯୋଗ

ଅଭିଯୋଗ ଆଣିଛନ୍ତି ଓଲିଉଡର ଅଭିନେତ୍ରୀ ଏଲି ପାଢୀ । ଅନେକ ପ୍ରଯୋଜକ ଫିଲ୍ମର ଅଫର ଦେଇ ହିରୋଇନ୍ କରିବା ଅପେକ୍ଷା ନିଜ ଜୀବନର ହିରୋଇନ୍ କରିବା ପାଇଁ ଚେଷ୍ଟା କରିଥାନ୍ତି । ଏଭଳି ଘଟଣା ଓଲିଉଡରେ ଅନେକ ଥର ଘଟିଥାଏ , କିନ୍ତୁ ତାହା ସାମନାକୁ ଆସେନି । ଏପରିକି ପୂର୍ବରୁ ଆସିଥିବା କାଷ୍ଟିଂ…