୬ ଆକାଂକ୍ଷୀ ଜିଲ୍ଲା ହସ୍ପିଟାଲ ହେବ ମେଡିକାଲ କଲେଜ
ଭୁବନେଶ୍ୱର() ରାଜ୍ୟର ୬ ଆକାଂକ୍ଷୀ ଜିଲ୍ଲା ହସ୍ପିଟାଲକୁ ମେଡିକାଲ କଲେଜ କରାଯିବ । ଏହା ସହ ଡିଶାର ଆଉ ୨ଟି ହସ୍ପିଟାଲକୁ ସାମିଲ କରାଯିବା ନେଇ ବିଚାର ବିମର୍ଷ ଚାଲିଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ । ଏମ୍ସ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା କେନ୍ଦ୍ର…
