ମେହବୁବା ମୁଫତି ଗିରଫ
ଶ୍ରୀନଗର() ଗିରଫ ହେଲେ ପିଡିପି ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି । ଗତକାଲି ଠାରୁ ନଜରବନ୍ଦୀରେ ଥିଲେ ମେହବୁବା । ଗିରଫ ହେବା ପରେ ମେହବୁବାଙ୍କୁ ଗେଷ୍ଟ ହାଉସ ନିଆଯାଇଛି ।
କେନ୍ଦ୍ର ସରକାର ଜାମ୍ମୁ ଓ କାଶ୍ମୀରର ସ୍ୱତନ୍ତ୍ର ମାନ୍ୟତା ରଦ୍ଦ କରିବା ସହ ଏହାର…
