୧୪ ମାସ ପରେ ମୁକୁଳିଲେ ମେହବୁବା
ଶ୍ରୀନଗର() ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ମୁଖ୍ୟ ତଥା ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ୧୪ ମାସ ଧରି ଅଟକ ରହିବା ପରେ ମୁକୁଳିଛନ୍ତି । ଜମ୍ମୁ କାଶ୍ମୀର ପ୍ରଶାସନ ମୁ୍ଖପାତ୍ର ରୋହିତ କଂଶଲ ଏ ନେଇ ସୂଚନା ଦେଇଛନ୍ତି । ଗତବର୍ଷ ଅଗଷ୍ଟରେ ଧାରା ୩୭୦…
