୨୭ରେ ମୀରା କୁମାରଙ୍କ ଓଡିଶା ଗସ୍ତ
ଲୋକସଭାର ପୂର୍ବତନ ବାଚସ୍ପତି ମୀରା କୁମାର ଆସନ୍ତା ୨୭ ତାରିଖ ଦିନ ଓଡିଶା ଗସ୍ତରେ ଆସୁଛନ୍ତି । ଭୁବନେଶ୍ୱର ଠାରେ କଂଗ୍ରେସ ଦଳ ପକ୍ଷରୁ ଆୟୋଜିତ ଦଳିତ ସମାବେଶରେ ସେ ଯୋଗ ଦେବେ । ତାଙ୍କ ସହିତ ଜିଗ୍ନେଶ ମେୱାନି ମଧ୍ୟ ଆସୁଛନ୍ତି । ଭୁବନେଶ୍ୱର ସ୍ଥିତ ସ୍ୱାଧିନତା ସଂଗ୍ରାମୀ ପଡିଆ ଠାରେ ଏହି…