ମେଲବର୍ଣ୍ଣ ଟେଷ୍ଟରେ ୧୩୭ ରନରେ ଜିତିଲା ଭାରତ
ଅଷ୍ଟ୍ରେଲିଆ ସମ୍ମୁଖରେ ୩୯୯ ରନ୍ ବିଜୟ ଲକ୍ଷ୍ୟ ରହିଥିଲାବେଳେ ପଂଚମ ଦିନରେ ସମସ୍ତ ୱିକେଟ ହରାଇ ୨୬୧ ରନ କରିବାକୁ ସକ୍ଷମ ହୋଇଛି କଙ୍ଗାରୁ ଦଳ । ମେଲ୍ବର୍ଣ୍ଣରେ ବର୍ଷା ଲାଗିରହିବାରୁ ମ୍ୟାଚ୍ର ପ୍ରଥମ ପର୍ୟ୍ୟାୟ ଚାଲିପାରି ନ ଥିଲା, କିନ୍ତୁ ପ୍ରଥମ ଦୁଇ ଘଣ୍ଟା ପରେ ପାଗ ବଦଳିବାରୁ ଶେଷରେ…