ନାରୀ ଠାରୁ ଏହି ଜିନିଷ ଚାହାନ୍ତି ପୁରୁଷ, ହେଲେ କହିପାରନ୍ତି ନାହିଁ । ଜାଣନ୍ତୁ…
ନାରୀ ଓ ପୁରୁଷ ଉଭୟ ଉଭୟଙ୍କର ଅବିଛେଦ୍ୟ ଅଙ୍ଗ । ନାରୀ ବିନା ପୁରୁଷର ମୂଲ୍ୟ ନିରର୍ଥକ ଏବଂ ପୁରୁଷ ବିନା ନାରୀ ଜୀବନ ମଧ୍ୟ ଅଧୁରା । ସଂସାର କହିଲେ ପୁରୁଷ ଓ ନାରୀଙ୍କୁ ନେଇ ସୃଷ୍ଟି ହୁଏ ସଂସାର । ନାରୀ ଠାରୁ ପୁରୁଷ ଯେମିତି ଅନେକ କଥା ଆଶା କରେ ପୁରୁଷ ଠାରୁ ନାରୀ ସେମିତି ଅନେକ କିଛି ଆଶା…
