ସନିଙ୍କ ମତ୍ସ୍ୟକନ୍ୟା ବେଶ
ବଲିଉଡ ଅଭିନେତ୍ରୀ ସନି ଲିୟନିଙ୍କ ଚାହିଦା ବଢ଼ିବାରେ ଲାଗିଛି | ବଲିଉଡ ଜଗତରେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି | ନିକଟରେ ନିଜ ଇନ୍ସଟାଗ୍ରାମରେ ଦୁଇଟି ମତ୍ସ୍ୟକନ୍ୟା ସାଜିଥିବା ଫଟୋ ସେୟାର କରିଛନ୍ତି ସନି |ଏହି ଫଟୋକୁ ପ୍ରଶଂସକମାନେ ଖୁବ ପସନ୍ଦ ମଧ୍ୟ କରିଛନ୍ତି |…