#MeToo: ସାମ୍ବାଦିକ ପ୍ରିୟା ରମାନିଙ୍କୁ ଜାରି ହେଲା ସମନ
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମଜେ ଆକବରଙ୍କ ନାଁରେ ଯୌନ ନିର୍ୟାତନା ଅଭିଯୋଗ ଆଣିଥିବା ସାମ୍ବାଦିକ ପ୍ରିୟା ରମାନିଙ୍କୁ ଆଜି ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ସମନ୍ କରିଛନ୍ତି। ଏମଜେ ଆକବର ମାନହାନି ମକଦ୍ଦମା କରିଥିବାରୁ କୋର୍ଟ ପ୍ରିୟାଙ୍କୁ ଅଭିଯୁକ୍ତ ଭାବେ କୋର୍ଟରେ ହାଜର ହେବାକୁ ସମନ…