Odia News Portal
Browsing Tag

MGM Minerals give1 crore chaque to D. Krisan Kumar

ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ୧ କୋଟି ଦାନ

ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ବିଭିନ୍ନ କ୍ଷେତ୍ରରୁ ସହାୟତାର ସୁଅ ଛୁଟୁଛି । ଏହି ଯୋଜନାରେ ସାମିଲ ହେବା ପାଇଁ ଏମଜିଏମ ମିନେରାଲ୍ସର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ଲୋଚନ ମହାନ୍ତି ୧ କୋଟି ଟଙ୍କା ଦାନ କରିଛନ୍ତି ।