ଆସିବ ମାଇକେଲଙ୍କ ବାୟୋପିକ
ମୁମ୍ବାଇ () ଆଗାମୀ ଦିନରେ ବଡ ପରଦାକୁ ଆସିବ ମାଇକେଲ୍ ଜ୍ୟାକ୍ସନଙ୍କ ବାୟୋପିକ । ପ୍ରଯୋଜକ ଗ୍ରାହମ୍ କିଙ୍ଗ୍ ଏହି ବାୟୋପିକ୍ ତିଆରି କରିବେ। ଏଥିପାଇଁ ତାଙ୍କୁ ରାଇଟ୍ସ ମଧ୍ୟ ମିଳିସାରିଲାଣି। ମାଇକେଲ୍ ଜ୍ୟାକ୍ସନଙ୍କ ବାୟୋପିକ୍ ପାଇଁ କାହାଣୀ ଲେଖୁଛନ୍ତି ଜନ୍ ଲୋଗନ୍। ଫିଲ୍ମ ‘ଦ ଏଭିଏଟର୍’ରୁ…