ଖରାଛୁଟିରେ ଛାତ୍ରଛାତ୍ରୀଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ, ଖର୍ଚ୍ଚ ହେବ ଅତିରିକ୍ତ 1600 କୋଟି ଟଙ୍କା
• ରାଜ୍ୟ ଶିକ୍ଷାମନ୍ତ୍ରୀ ଓ ସଚିବଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କଲେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ
• କୋଭିଡ-୧୯ ସ୍ଥିତିକୁ ଦେଖି ମଧ୍ୟାହ୍ନ ଭୋଜନ ଯୋଜନାରେ 8100 କୋଟି ଟଙ୍କା ବ୍ୟୟ କରିବେ କେନ୍ଦ୍ର ସରକାର : ଶ୍ରୀ ରମେଶ ପାଖରିୟାଲ ‘ନିଶଙ୍କ’
କେନ୍ଦ୍ର ମାନବ…