କ୍ଷୀର ଲିଟର ୧୪୦ !
କ୍ଷୀର ଲିଟର ଆକାଶ ଛୁଆଁ । ଏଣିକି କ୍ଷୀର କିଣିବା ପାଇଁ ଡରିବେ ପାକିସ୍ତାନବାସୀ । ପେଟ୍ରୋଲ ଠାରୁ ବି ମହଙ୍ଗା ହେଲା କ୍ଷୀର ଦର । ପାକିସ୍ତାନ କରାଚିରେ ଓ ସିନ୍ଧ ପ୍ରଦେଶରେ କ୍ଷୀର ଲିଟର ୧୪୦ ଟଙ୍କା ଛୁଇଁଛି । ପାକିସ୍ତାରେ ପେଟ୍ରୋଲ ଲିଟର ୧୧୩ ଥିବା ବେଳେ ଡିଜେଲ ୯୧ ଟଙ୍କା ରହିଛି ।
