ମନ୍ତ୍ରୀଙ୍କ ଦ୍ୱିତୀୟ ରିପୋର୍ଟ କାର୍ଡ
ଭୁବନେଶ୍ୱର() ଲୋକସେବା ଭବନରେ ଦ୍ୱିତୀୟ ମାସିକିଆ ରିପୋର୍ଟ କାର୍ଡ ଦେଇଛନ୍ତି ପ୍ରତି ବିଭାଗର ମନ୍ତ୍ରୀ । ପ୍ରତି ମାସର ୭ ତାରିଖରେ ମନ୍ତ୍ରୀମାନେ ନିଜ ନିଜ ବିଭାଗର କାର୍ୟ୍ୟକାରିତା ଏବଂ ଅଗ୍ରଗତି ନେଇ ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ସରକାର ଗଢ଼ିବାର ଆରମ୍ଭରୁ ହିଁ ନିର୍ଦ୍ଦେଶ ଦେଇଥିଲେ ।…
