ଏଥର ପ୍ରତି ମାସ 7ରେ ମନ୍ତ୍ରୀମାନେ ଦେବେ ରିପୋର୍ଟ
ଭୁବନେଶ୍ବର () ପଞ୍ଚମ ପାଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାସନକୁ ପୂର୍ବ ଅପେକ୍ଷା ଅଧିକ କ୍ରିୟାଶିଳ ଓ ସକ୍ରିୟ କରିଛନ୍ତି । ନିର୍ବାଚନ ସମୟରେ ଦଳୀୟ ଇସ୍ତାହାରର କାର୍ଯ୍ୟକାରିତାକୁ କେବଳ ବର୍ଷକୁ ଥରେ ସମୀକ୍ଷା ହେବନି ।
ପ୍ରତି ମାସରେ ହେବ ସମୀକ୍ଷା । ପ୍ରତି ମାସ 7 ତାରିଖ…