ରାଜ୍ୟ ବିଜେପିରେ କିଛି ବିଶ୍ବାସଘାତକ ଅଛନ୍ତି: ପ୍ରତାପ
ଭୁବନେଶ୍ବର () ନିକଟରେ ଶେଷ ହୋଇଥିବା ବିଧାନସଭା ଓ ଲୋକସଭା ନିର୍ବାଚନରେ ବିଜେପି କଡା ଟକ୍କର ଦେଇଥିଲେ ବି ଆଭ୍ୟନ୍ତରୀଣ କନ୍ଦଳ ଏବଂ ଗୋଷ୍ଠି ବିବାଦ ଯୋଗୁଁ ରାଜ୍ୟ ବିଜେପିର ଅବସ୍ଥା ଗୋଦରା କୋଡେ ଯେତେ ମାଡେ ସେତେ ଭଳି ହୋଇଛି । ଏହି ସମସ୍ୟା କେବଳ ରାଜ୍ୟ ସ୍ତରରେ ଦେଖାଦେଇନି, ଏହାର ପ୍ରଭାବ…