ବନ୍ଧୁକ ମୁନରେ ୯ ଲକ୍ଷ ଟଙ୍କା ଲୁଟ୍
ଗଞ୍ଜାମ: ଦିନ ଦ୍ୱିପ୍ରହରରେ ବନ୍ଧୁକ ମୁନରେ ଲୁଟ୍ ହୋଇଛି ୯.୨ ଲକ୍ଷ ଟଙ୍କା । ଆଜି ଗୋଟିଏ ଦିନରେ ଗଞ୍ଜାମ ଜିଲ୍ଲାରେ ଲୁଟ ଘଟିଥିବା ବେଳେ ବାଲେଶ୍ୱରରେ ମଧ୍ୟ ସମାନ ଢଙ୍ଗରେ ଘଟିଛି ଲୁଟ ଘଟଣା । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଗାଁ ସ୍କୁଲ ନିକଟରୁ ବନ୍ଧୁକ ଦେଖାଇ ୬!-->…