୨୦୧୯ର ମିସ୍ ଇଣ୍ଡିଆ ହେଲେ ସୁମନ ରାଓ
ମୁମ୍ବାଇ() ମିସ୍ ଇଣ୍ଡିଆ ୨୦୧୯ର ବିଜେତାଙ୍କ ନାମ ଘୋଷଣା ହୋଇସାରିଛି। ଏହି ବିଜୟ ମୁକୁଟ ଜିତିଛନ୍ତି ରାଜସ୍ଥାନର ସୁମନ ରାଓ। ଏହାସହ ସେ ୫୬ତମ ମିସ୍ ଇଣ୍ଡିଆ ପ୍ରତିଯୋଗିତାର ବିଜେତା ପାଲଟିଛନ୍ତି। ଫେମିନା ମିସ୍ ଇଣ୍ଡିଆ ଗ୍ରାଣ୍ଡ ଫିନାଲେର ଆୟୋଜନ ଶନିବାର ମୁମ୍ବାଇର ସରଦାର ବଲ୍ଲଭଭାଇ ପଟେଲ…