ଇରାନ୍ କ୍ଷେପଣାସ୍ତ୍ର ମାଡରେ ୮୦ ନିହତ
ତେହେରାନ() ପ୍ରତିଶୋଧ ନେବାକୁ ପଣ କରିଥିବା ଇରାନ ଏବେ ପ୍ରକ୍ରିୟା ଆରମ୍ଭ କରିଛି। ଗତକାଲି ବିଳମ୍ବିତ ରାତିରେ ଇରାନ ପକ୍ଷରୁ ଇରାକରେ ଥିବା ଆମେରିକାର ୨ଟି ଏୟାରବେସ ଉପରେ ମିସାଇଲ ମାଡ଼ କରାଯାଇଛି। ଇରାନର କ୍ଷେପଣାସ୍ତ୍ର ମାଡରେ ଅତିକମ୍ରେ ୮୯ ନିହତ । ଏପରି ଦାବି କରିଛି ତେହେରାନ ।
ଏହା…