‘ଇସ୍ରୋ’ ଖୋଜୁଛି ନିଖୋଜ ବିମାନ
ନୂଆଦିଲ୍ଲୀ() ନିଖୋଜ ହୋଇଯାଇଥିବା ବାୟୁସେନା ଏଏନ୍-୩୨ ବିମାନକୁ ନେଇ ସସପେନ୍ସ ଜାରି ରହିଛି। ବିମାନଟିକୁ ଠାବ କରିବା ପାଇଁ ଗତକାଲିଠାରୁ ଉଭୟ ସ୍ଥଳସେନା ଓ ବାୟୁସେନାର ଏକାଧିକ ବିମାନ, ହେଲିକପ୍ଟର ଓ ଯବାନ ନିୟୋଜିତ ହୋଇଥିଲେ ହେଁ ଏହାର କୌଣସି ପତ୍ତା ମିଳିନାହିଁ। ଆଜି ନିଖୋଜ ବିମାନର…