କୁଆଡେ ଗଲା ମିସନ ୧୨୦
ଭୁବନେଶ୍ବର() ନବୀନଙ୍କ ତେଜରେ ମୋଦି ହାୱା କାମ ଦେଲା ନାହିଁ । ବିଧାନସଭା ନିର୍ବାଚନକୁ ପୋଛିନେଲା ବିଜେଡି। ପ୍ରଥମେ ମିସନ ୧୨୦ କଥା କହିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ନିର୍ବାଚନ ପରେ ବିଧାନସଭାରେ ୭୦ରୁ ଅଧିକ ଆସନ ଦଖଲ କରି ସରକାର ଗଠନର ସ୍ବପ୍ନ ଦେଖୁଥିଲା ଗେରୁଆ ଦଳ । ୩୦…