ମ୍ୟାଟ୍ରିକ୍ରେ ‘ଫେଲ୍’ କମାଇବାକୁ ‘ମିଶନ ଜିରୋ ଫେଲ’
କଟକ() ଆସନ୍ତାବର୍ଷ ଠାରୁ ଆଉ କେହି ମାଟି୍ରକ ଫେଲ ହେବେ ନାହିଁ । ଏଥିପାଇଁ କଟକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ଆରମ୍ଭ ହୋଇଛି ‘ଜିରୋ ଫେଲ ମିଶନ’ । ଜିଲ୍ଲା ଶିକ୍ଷାଅଧିକାରୀଙ୍କ ଜିରୋ ଫେଲ ମିଶନରେ ବିଇଓଙ୍କ ବିନା ଅନୁମତିରେ ଶିକ୍ଷକମାନଙ୍କୁ ସିଏଲ ନଦେବା ପାଇଁ ପ୍ରଧାନଶିକ୍ଷକ…
