ଏହି ଅଭିନେତ୍ରୀଙ୍କୁ ପାଗଳ ପରି ଭଲ ପାଉଥିଲେ ମିଥୁନ
ମୁମ୍ବାଇ() ଲିଉଡର ଏମିତି ଅନେକ କଳାକାର ଅଛନ୍ତି ଯିଏ ରିଲେସନଶିପରେ ଥିଲେ ହେଲେ ବିବାହ କରିନଥିଲେ। ସେମାନଙ୍କ ପ୍ରେମ କାହାଣୀ ପୂରା ହୋଇନଥିଲା। ଏମିତି ଅନେକ ଅମର ପ୍ରେମ କାହାଣୀ ରହିଛି ଯାହା ଲୋକେ ଆଜି ମଧ୍ୟ ମନେ ରଖିଛନ୍ତି। ସେହି ମଧ୍ୟରୁ ସୁପରହିଟ୍ ଅଭିନେତା ମିଥୁନ ଓ ଅଭିନେତ୍ରୀ…