ବିବାହକୁ ନେଇ ଚର୍ଚ୍ଚାରେ ବିଧାୟକ ଓ ବିଧାୟିକା
ନୂଆଦିଲ୍ଲୀ() ଆଜି ପୂର୍ବତନ ବିଧାୟକ ଅଖିଲେଶ ସିଂହଙ୍କ ଝିଅଙ୍କ ବିବାହ । କଂଗ୍ରେସ ବିଧାୟକ ଅଦୀତି ସିଂହ ୨୧ ତାରିଖରେ ପଞ୍ଜାବର କଂଗ୍ରେସ ବିଧାୟକ ଅଙ୍ଗଦ ସୈନୀଙ୍କୁ ବିବାହ କରୁଛନ୍ତି । ଉଭୟଙ୍କ ବିବାହ ନୂଆଦିଲ୍ଲୀରେ ଅନୁÂିତ ହେଉଛି । ଅଙ୍ଗଦ ଓ ଅଦୀତି ଦୁହେଁ ୨୦୧୭ ମସିହାରେ ବିଧାୟକ…
