ବିଧାୟକ ସରୋଜ ମେହେର ଗଲେ ଜେଲ୍
ପାଟଣାଗଡ() ବିଧାୟକ ସରୋଜ ମେହେରଙ୍କୁ ଗିରଫ କଲା ପୋଲିସ । ପାଟଣାଗଡ ଥାନାରୁ ପାଟଣାଗଡ ଏଡିଜେ କୋର୍ଟକୁ ଗଲେ ବିଧାୟକ ସରୋଜ ମେହେର । ଜେଇଙ୍କୁ ବସଉଠ କରିବା ଘଟଣାରେ ପାଟଣାଗଡ ବିଧାୟକଙ୍କୁ ଗିରଫ କରିଛି ପୋଲିସ । ସେଠାରେ ଏଡ଼ିଜେଙ୍କ ବାସଭବନରେ ଜାମିନ ପାଇଁ ଆବେଦନ କରିଥିଲେ ବିଧାୟକ…